ଆଜି ଆସିପାରେ ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା


ଆଜି ଆସିପାରେ ବିଜେଡିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ନବୀନ ନିବାସରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ହୋଇପାରେ ଘୋଷଣା ; ୭୫ ବିଧାନସଭା, ୬ ଲୋକସଭା ଆସନ ଉପରେ ନଜର।


error: Content is protected !!