ନିଜକୁ ମିଛରେ ପୋଲିସ ର ସ୍ପେସିଆଲ ସ୍କ୍ୱାର୍ଡ ଅଫିସର ପରିଚୟ ଦେବା ପଡିଲା ମହାଙ୍ଗା


ନିଜକୁ ମିଛରେ ପୋଲିସ ର ସ୍ପେସିଆଲ ସ୍କ୍ୱାର୍ଡ ଅଫିସର ପରିଚୟ ଦେବା ପଡିଲା ମହାଙ୍ଗା।ପଇସା ମାଗିବା ଅଭିଯୋଗ ରେ କଟକ ବେଲେଶ୍ୱର ଅଞ୍ଚଳର ତୋଫାନ କୁମାର ପରିଡା ନାମକ ବ୍ୟକ୍ତି ଙ୍କୁ ଗିରଫ କଲା ମଧୂପାଟଣା ଥାନା ପୋଲିସ।


error: Content is protected !!