ସାଂସଦ ଖୋର୍ଦ୍ଧା ବିଜେପିକୁ ଭାଗଭାଗ କରିଛନ୍ତି


ତେବେ ଖଣ୍ଡାୟତରାୟଙ୍କ ସମର୍ଥକଙ୍କ ଅଭିଯୋଗ ଯେ, ସାଂସଦ ଖୋର୍ଦ୍ଧା ବିଜେପିକୁ ଭାଗଭାଗ କରିଛନ୍ତି । ତାଙ୍କରି ପାଇଁ ଦଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଶେଷ ରିପୋର୍ଟ ଅନୁସାରେ କାଳୁ ଖଣ୍ଡାୟତରାୟ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମଧ୍ୟରେ ଆଲୋଚନା ସମାପ୍ତ ହୋଇଛି । କାଳୁ ଖଣ୍ଡାୟତରାୟଙ୍କୁ ଖୋର୍ଦ୍ଧାରୁ ବିଧାୟକ ପ୍ରାର୍ଥୀ କରିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ପ୍ରତିସ୍ରୁତି ଦେଇଛନ୍ତି ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି।


error: Content is protected !!