କାର୍‌ରୁ ମିଳିଲା ୯କେଜି ସୁନା


କଟକ: ଟାଙ୍ଗୀ ବନ୍ଦାଳୋ ଟୋଲ୍‌ ଗେଟ୍‌ରୁ ୯ କେଜି ସୁନା ଜବତ।କୋଲକାତାରୁ କାର୍‌ ଯୋଗେ ଚାଲାଣ ବେଳେ ଧରିଲା DRI।ଏକ କାର୍‌ରୁ ମିଳିଲା ୯ କେଜି ୧୮୦ ଗ୍ରାମର ୬୫ଟି ସୁନା ବିସ୍କୁଟ।ଜବତ ସୁନାର ମୂଲ୍ୟ ପ୍ରାୟ ୬ କୋଟି ୪୪ ଲକ୍ଷ ୪୬ ହଜାର ଟଙ୍କା


error: Content is protected !!