ଶ୍ରୀ ଅଂଶୁମାନ ମହାନ୍ତି


ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବା ଶ୍ରୀ ଅଂଶୁମାନ ମହାନ୍ତି ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଆଶୀର୍ବାଦ ତଥା ଦର୍ଶନ ନିମନ୍ତେ ଆସନ୍ତା କାଲି ସନ୍ଧ୍ୟା ୫ ଘଟିକା ସମୟରେ କେନ୍ଦ୍ରାପଡ଼ା ଆସିବେ।


error: Content is protected !!