ବିଜେଡି ଶିବିରରେ ସାମିଲ ହେଲେ ହେଭିୱେଟ୍ ନେତା


ବିଜେଡି ଶିବିରରେ ସାମିଲ ହେଲେ ହେଭିୱେଟ୍ ନେତା । ଦଳରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ, ସୁକାନ୍ତ ନାୟକ ଓ ବୃନ୍ଦାବନ ମାଝୀ । ବଢ଼ିଲା ଶାସକ ଦଳର ଶକ୍ତି।


error: Content is protected !!