ଜନ୍ମଦିନ କେକ୍‌ ନେଲା ଜୀବନ


ଅନଲାଇନରେ ମଗାଇଥିବା ଜନ୍ମଦିନ କେକ୍‌ ଖାଇ ନାବାଳିକା ମୃତ।୧୦ ବର୍ଷୀୟ ନାବାଳିକା ମୃତ ଓ ସାନ ଭଉଣୀ ଗୁରୁତର ଅସୁସ୍ଥ।ପଞ୍ଜାବ ପଟିଆଲାରେ ଅଭାବନୀୟ ଘଟଣା।ଖାଦ୍ୟ ବିଷାକ୍ତୀକରଣରୁ ଏପରି ହୋଇଥିବା ଅନୁମାନ।କେକ୍‌ ଖାଇବା ପରେ ବାନ୍ତିହୋଇ ଅସୁସ୍ଥ ହୋଇପଡ଼ିଥିଲେ।ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେଠାରେ ଜଣଙ୍କ ମୃତ୍ୟୁ।ଘଟଣାକୁ ନେଇ ଥାନାରେ ମାମଲା ରୁଜୁ କଲେ ପରିବାର।


error: Content is protected !!