ବାପ, ପୁଅ, ଝିଅଙ୍କୁ ଟିକେଟ ଦେଲା କଂଗ୍ରେସ


ଭୁଜବଳ ମାଝୀ ଓ ଝିଅ ଲିପିକା ମାଝୀଙ୍କୁ କଂଗ୍ରେସ ଟିକେଟ।ଭକ୍ତ ଚରଣ ଦାସ ଓ ପୁଅ ସାଗର ଦାସଙ୍କୁ କଂଗ୍ରେସ ଟିକେଟ।ନବରଙ୍ଗପୁରରୁ ଲୋକସଭା ଟିକେଟ ପାଇଲେ ଭୁଜବଳ।ଭୁଜବଳଙ୍କ ଝିଅ ଲିପିକାଙ୍କୁ ଡାବୁଗାଁ ବିଧାନସଭା ଟିକେଟ।


error: Content is protected !!