ଭୃଗୁ ବକ୍ସିପାତ୍ର ଦୁଃଖର ସହିତ ଦଳକୁ ବାଏ ବାଏ କରିଛନ୍ତି


୨୩ ବର୍ଷ ଧରି ଦଳ ପାଇଁ କାମ କରିଥିବା ଭୃଗୁ ବକ୍ସିପାତ୍ର ଦୁଃଖର ସହିତ ଦଳକୁ ବାଏ ବାଏ କରିଛନ୍ତି । ଆଉ ଦଳରେ ଆବଶ୍ୟକତା ମନେ କରୁନାହିଁ, ଆଗକୁ ଯିବା ପାଇଁ ସେ ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି ।


error: Content is protected !!