୨୪ ନିର୍ବାଚନ ହେବ ଦମଦାର ଫାଇଟ୍


୨୪ ନିର୍ବାଚନ ହେବ ଦମଦାର ଫାଇଟ୍, ଶେଷ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ନେଇ ବଢ଼ିଲା ଚର୍ଚ୍ଚା । ପ୍ରାର୍ଥୀ ତାଲିକା ଘୋଷଣା ପରେ ମୌଦାନ କୁ ଓହ୍ଲାଇବେ ତିନି ଦଳୀୟ ପ୍ରାର୍ଥୀ । ଓଡ଼ିଶା ଦେଖିବ ବଡ଼ ଫାଇଟ୍ ।


error: Content is protected !!