BJD ରେ ସାମିଲ ହେବେ କେନ୍ଦ୍ରାପଡ଼ା ର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା


BJD ରେ ସାମିଲ ହେବେ କେନ୍ଦ୍ରାପଡ଼ା ର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା । ଗତ କିଛି ଦିନ ତଳେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରୁ ଦେଇଥିଲେ ଇସ୍ତଫା । ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହେବା ନେଇ ସୂଚନା ।


error: Content is protected !!