BJDରେ ସାମିଲ ହେବେ ପୂର୍ବତନ କଂଗ୍ରେସ ବିଧାୟକ


BJD ରେ ସାମିଲ ହେବେ ପୂର୍ବତନ କଂଗ୍ରେସ ବିଧାୟକ ତଥା ସାଲେପୁର ବିଜେପି ନେତା ପ୍ରକାଶ ବେହେରା । ଆଜି ଶଙ୍ଖ ଭବନରେ BJD ରେ ସାମିଲ ହେବା ନେଇ ସୂଚନା । ଗତ ମାର୍ଚ୍ଚ ୨୯ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ପଠାଇଥିଲେ ଇସ୍ତଫା ।


error: Content is protected !!