ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ବହିଷ୍କାର ହେଲେ ବରିଷ୍ଠ ନେତା


👉ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ବହିଷ୍କାର ହେଲେ ବରିଷ୍ଠ ନେତା ସଞ୍ଜୟ ନିରୂପମ , ଏହା ସହ ଲୋକସଭା ନିର୍ବାଚନରେ ତାରକା ପ୍ରଚାରକ ତାଲିକାରୁ ତାଙ୍କ ନାମକୁ ବାଦ୍ ଦେଲା ଦଳ , ସୂଚନାଯୋଗ୍ୟ; ଉତ୍ତର-ପଶ୍ଚିମ ମୁମ୍ବାଇ ସମେତ କେତେକ ଆସନରେ ଇଣ୍ଡିଆ ମେଣ୍ଟ ସହଯୋଗୀ ଶିବସେନା (ଉଦ୍ଧବ ଠାକରେ) ଗୋଷ୍ଠୀ ପକ୍ଷରୁ ଟିକେଟ ବଣ୍ଟନକୁ ବିରୋଧ କରିଥିଲେ ସଞ୍ଜୟ।


error: Content is protected !!