୨ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି


୨ ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି।ବଦଳି ପରେ ୨ ଜିଲ୍ଲାରେ ନୂଆ ଏସ୍‌ପିଙ୍କୁ ନିଯୁକ୍ତି।ବ୍ରିଜେଶ ରାୟ ରାଉରକେଲା ଏସ୍‌ପି ନିଯୁକ୍ତ।ଉମାଶଙ୍କର ଦାସ ଅନୁଗୁଳ ଏସ୍‌ପି ନିଯୁକ୍ତ।କଟକ ଡିସିପି ହେଲେ ପ୍ରକାଶ ଆର।ନିର୍ବାଚନ ଦାୟିତ୍ବରୁ ହଟାଇଥିଲେ ନିର୍ବାଚନ କମିଶନ।


error: Content is protected !!