ଘୋଷଣାପତ୍ର ଜାରି କଲା କଂଗ୍ରେସ


ଲୋକସଭା ନିର୍ବାଚନ ନେଇ ଇସ୍ତାହାର ପ୍ରକାଶ କଲା କଂଗ୍ରେସ।ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଜାରି କଲା କଂଗ୍ରେସ।ନିର୍ବାଚନ ଇସ୍ତାହାରରେ ୫ଟି ଗ୍ୟାରେଣ୍ଟି ନେଇ ପ୍ରତିଶ୍ରୁତି।ସଭାପତି ଖଡ୍‌ଗେ, ସୋନିଆ ଗାନ୍ଧି ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ।ଜାତିଗତ ଜନଗଣନା କରିବାକୁ ଇସ୍ତାହାରରେ ପ୍ରତିଶ୍ରୁତି।ମନରେଗାରେ ଦୈନିକ ମଜୁରୀ ୪୦୦ ଟଙ୍କାକୁ ବୃଦ୍ଧି ପ୍ରତିଶ୍ରୁତି।୧ ଲକ୍ଷ ଟଙ୍କା ଦରମାରେ ଯୁବକଙ୍କୁ ନିଯୁକ୍ତି, ଋଣଛାଡ଼ ପ୍ରତିଶ୍ରୁତି।ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଲିଗାଲ ଗ୍ୟାରେଣ୍ଟି।ମହାଲକ୍ଷ୍ମୀ ଯୋଜନାରେ ଗରିବ ପରିବାରକୁ ବାର୍ଷିକ ୧ ଲକ୍ଷ ଟଙ୍କା ପ୍ରତିଶ୍ରୁତି।ସାମାଜିକ ସୁରକ୍ଷା ଭତ୍ତା ମାସିକ ୧ ହଜାରକୁ ବୃଦ୍ଧି ନେଇ ପ୍ରତିଶ୍ରୁତି।


error: Content is protected !!