ବଜ୍ରାଘାତରେ ୩ ଗୁରୁତର


ଜଳେଶ୍ବର: ବଜ୍ରାଘାତରେ ୩ ପର୍ଯ୍ୟଟକ ଗୁରୁତର।ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରେ ଅଘଟଣ।୨ ଜଣ ପଶ୍ଚିମବଂଗ ଓ ଜଣେ ଓଡ଼ିଶାର ପର୍ଯ୍ୟଟକ ଗୁରୁତର।ଗୁରୁତରଙ୍କୁ ଉଦ୍ଧାର କରି ଦୀଘା ମେଡିକାଲରେ ଭର୍ତ୍ତି।


error: Content is protected !!