ମହାନଦୀରେ ବୁଡ଼ି ଯୁବକ ନିଖୋଜ


କଟକ ତୁଳସୀପୁର ନିକଟ ମହାନଦୀରେ ଅଘଟଣ।ନଦୀରେ ବୁଡ଼ି ୨୨ ବର୍ଷୀୟ ଯୁବକ ନିଖୋଜ।ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି।ଶୁଦ୍ଧି କର୍ମରେ ଗାଧୋଇବା ବେଳେ ବୁଡ଼ିଯାଇ ନିଖୋଜ।ଅଗ୍ନିଶମ ବାହିନୀ ଦ୍ବାରା ୨୨ ବର୍ଷୀୟ ନିଖୋଜ ଯୁବକ ଜବତ।


error: Content is protected !!