ଆସନ୍ତା ୨ ଦିନ ବର୍ଷିବ


ଆସନ୍ତା ୨ ଦିନ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା।ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା।ଘଡ଼ଘଡ଼ି ସହ ବର୍ଷା ଓ ଦଲକା ପବନ ବହିବା ନେଇ ସୂଚନା।କାଲି ବର୍ଷାର ପରିମାଣ ବଢ଼ିବା ସମ୍ଭାବନା କହିଲେ ନିର୍ଦ୍ଦେଶିକା।


error: Content is protected !!