ବିଜେଡିର ଆଉ ସେ ନୀତି ଆଦର୍ଶ ନାହିଁ


ବିଜେଡିରୁ ଇସ୍ତଫା ପରେ ପୂର୍ବତନ ସାଂସଦ ପ୍ରଭାସ ସିଂହଙ୍କ ପ୍ରତିକ୍ରିୟା।ବିଜେଡି ଯେଉଁ ନୀତି ଆଦର୍ଶରେ ଗଢ଼ା ହୋଇଥିଲା, ତାହା ଆଉ ନାହିଁ।ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ, ନେତାଙ୍କ ସହ ବିଚାରବିମର୍ଶ ନାହିଁ।


error: Content is protected !!