ବନ୍ଧାହେଲେ ୨ ଠକ


ବନ୍ଧାହେଲେ ୨ ଠକ। ଘରଭଡ଼ା ଦେବାକୁ କହି ନେଉଥିଲେ ଟଙ୍କା।୨ ଅଭିଯୁକ୍ତଙ୍କୁ ବାନ୍ଧିଲା ସହିଦନଗର ଥାନା ପୋଲିସ। OLXରେ ମିଛରେ ବିଜ୍ଞାପନ ଦେଇ ଲୋକଙ୍କଠାରୁ ଲୁଟୁଥିଲେ ଟଙ୍କା।୨ ଅଭିଯୁକ୍ତଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି।


error: Content is protected !!