ନିର୍ବାଚନରେ ଲଢ଼ିପାରିବେ ବରିଷ୍ଠ ନେତା ଦିଲୀପ ରାୟ


ନିର୍ବାଚନରେ ଲଢ଼ିପାରିବେ ବରିଷ୍ଠ ନେତା ଦିଲୀପ ରାୟ।ଦିଲୀପଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ହାଇକୋର୍ଟ।କୋଇଲା ଦୁର୍ନୀତି ମାମଲାରେ ଦଣ୍ଡାଦେଶ ଉପରେ ରହିତାଦେଶ।ରହିତାଦେଶ ନେଇ ଖବର ସରବରାହ ସଂସ୍ଥା PTI ସୂତ୍ରରୁ ସୂଚନା।କୋର୍ଟଙ୍କ ରହିତାଦେଶ ପରେ ଦିଲୀପଙ୍କ ନିର୍ବାଚନ ଲଢ଼ିବା ବାଟ ଫିଟିଲା।୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲେ।୩ ବର୍ଷ ଜେଲ୍‌ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟ।ଦଣ୍ଡାଦେଶକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ଦିଲୀପ।


error: Content is protected !!