ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସ


ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସ।ପୁଅ ଅଭିଜିତ ଦାସଙ୍କ ସହ ନବୀନ ନୀବାସରେ ପହଞ୍ଚିଲେ।ନିଜ ସମର୍ଥକଙ୍କ ସହ ଯାଇ ପୁଅ ପାଇଁ ଟିକେଟ ଲବି କଲେ।ଏଯାଏ ଭୋଗରାଇ ପାଇଁ ଟିକେଟ ଘୋଷଣା କରିନି ବିଜେଡି।


error: Content is protected !!