ସଭାପତିଙ୍କ ଉପରେ ହେବ କି ଆକ୍ସନ


ପ୍ରଶ୍ନପତ୍ର ଲିକ୍‌ ନେଇ ପରୀକ୍ଷାର୍ଥୀ, ଅଭିଭାବକ କଣ ମିଛ କହୁଛନ୍ତି ?ପରୀକ୍ଷା ଆରମ୍ଭ ପୂର୍ବରୁ ଯୋଗାଯୋଗ ହୋଇଥିଲା, କାହିଁକି ଚୁପ୍‌ ରହିଲା ବୋର୍ଡ ମିଡିଆ ବି ବାରମ୍ବାର ବୋର୍ଡକୁ ଯୋଗାଯୋଗ କରିଥିଲା, ଉତ୍ତର ଦେଲେନି ପ୍ରଶ୍ନପତ୍ର ଲିକ୍‌ ଖବର ସକାଳୁ ଆସିଥିଲା, କାହିଁକି କାର୍ଯ୍ୟାନୁଷ୍ଠାନ ନେଲେନି ?ପରୀକ୍ଷା ପରିଚାଳନାକୁ ନସୁଧାରି ଗଣମାଧ୍ୟମକୁ ଦୋଷ କେତେ ଠିକ୍‌ ?ଚୁପ୍‌ ରହି ଏବେ ବିଭ୍ରାନ୍ତିକର ମନ୍ତବ୍ୟ ଦେବା, କେତେ ଠିକ୍‌ ?ଦାୟିତ୍ୱ ତୁଲାଇବାରେ ବିଫଳ ବୋର୍ଡ ସଭାପତିଙ୍କ ଉପରେ ହେବ କି ଆକ୍ସନ ?


error: Content is protected !!