ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ ମନ୍ମଥ


ଭୁବନେଶ୍ବରର BJD ପ୍ରାର୍ଥୀ ମନ୍ମଥ ରାଉତରାୟ।ଓଡ଼ିଶା ମାଟି ପାଇଁ କ’ଣ କରିଛନ୍ତି ପ୍ରଶ୍ନ କଲେ ମନ୍ମଥ।ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ କ’ଣ କରିଛନ୍ତି ପ୍ରଶ୍ନ କଲେ ମନ୍ମଥ।ମୁଁ ଜିତିଲେ ଦିଲ୍ଲୀରେ ବସିବିନି, ସଂସଦୀୟ କ୍ଷେତ୍ରରେ ରହିବି।


error: Content is protected !!