ଗଞ୍ଜାମ ତାରାତାରିଣୀ ପୀଠରେ 5T ଅଧ୍ୟକ୍ଷ


ଭୋରୁ ମା’ଙ୍କ ଦର୍ଶନ କଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ।ମନ୍ଦିର ବେଢ଼ା ବୁଲିବା ସହ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ।ମନ୍ଦିରର ପୂଜକ, ପରିଚାଳନା କମିଟି ସହ ଆଲୋଚନା କଲେ।


error: Content is protected !!