ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ପ୍ରଣବ ପ୍ରକାଶ ଦାସ


ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କଲେ ପ୍ରଣବ ପ୍ରକାଶ ଦାସ । ଖୋଲିଲେ ୧୦ ବର୍ଷର ବିଫଳତାର ଚିଠା । ଏନଏଚ-୫୫ର ଦୂରାବସ୍ଥା ଯୋଗୁଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ଜୀବନ ଯାଇଛି । କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ ? କେଉଁ ମୁହଁ ନେଇ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ । ସମ୍ବଲପୁରବାସୀ ଆପଣଙ୍କୁ ଉଚିତ୍ ଜବାବ ଦେବେ।


error: Content is protected !!