ଇସ୍ତଫା ଦେଲେ ପୁରୁଷୋତ୍ତମପୁର ଅଞ୍ଚଳର ଯୁବନେତା ସୀତାରାମ ପାଣିଗ୍ରାହୀ


ବିଜୁଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୁରୁଷୋତ୍ତମପୁର ଅଞ୍ଚଳର ଯୁବନେତା ସୀତାରାମ ପାଣିଗ୍ରାହୀ ।ଦଳ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର।


error: Content is protected !!