ଭୁବନେଶ୍ବର: ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ।ଦେହରେ ଟାଟୁ ଥିଲେ ତୁରନ୍ତ ଲିଭାଇବାକୁ ଡିସିପି (ସିକ୍ୟୁରିଟି)ଙ୍କ ନିର୍ଦ୍ଦେଶ।ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍‌ରେ କାର୍ଯ୍ୟରତ ସିପାହୀଙ୍କୁ ନିର୍ଦ୍ଦେଶ।୧୫ ଦିନରେ ଟାଟୁ ନଲିଭାଇଲେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ।


error: Content is protected !!