ଫିଲ୍ମ ପ୍ରଯୋଜକଙ୍କୁ ଅଭିନେତାଙ୍କ ଧମକ ଅଭିଯୋଗ


ଫିଲ୍ମ ପ୍ରଯୋଜକଙ୍କୁ ଅଭିନେତାଙ୍କ ଧମକ ଅଭିଯୋଗ।ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଥାନାରେ ଏତଲା।ନୟାପଲ୍ଲୀ ଥାନାରେ ପ୍ରଯୋଜକ ରବୀନ୍ଦ୍ର ପଣ୍ଡାଙ୍କ ଏତଲା।ସୋସିଆଲ ମିଡ଼ିଆରେ ଧମକପୂର୍ଣ୍ଣ ମେସେଜ ନେଇ ଏତଲା।ଧମକପୂର୍ଣ୍ଣ ମେସେଜ କରି ଡିଲିଟ କରିଥିବା ଅଭିଯୋଗ।


error: Content is protected !!