ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ତାଙ୍କୁ କଷ୍ଟ ଲାଗୁଛି


ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ତାଙ୍କୁ କଷ୍ଟ ଲାଗୁଛି।ବିଜେପି BSKY ବନ୍ଦ କରିବାକୁ ଇସ୍ତାହାରରେ ଉଲ୍ଲେଖ କରୁ।NH-୫୫ ନିର୍ମାଣ ସରିପାରିଲା ନାହିଁ , ପ୍ରତିଦିନ ଦୁର୍ଘଟଣା ହେଉଛି।ଲୋକଲଜ୍ଜା ଓ ବିଫଳତା ଲୁଚାଇବାକୁ ମିଛ ଭାଷଣ ଦେଉଛନ୍ତି।


error: Content is protected !!