ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ସଂକଳ୍ପ ପୂରଣ କରିବୁ


ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ସଂକଳ୍ପ ପୂରଣ କରିବୁ।ଗରିବଙ୍କୁ ଲୁଟୁଥିବା ଲୋକ ଜେଲ ଯାଉଛନ୍ତି ମୋଦି।ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ।ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ପ୍ରସ୍ତୁତ ଥିବା କହିଲେ ମୋଦି।ସଂକଳ୍ପ ପୂରଣ ପାଇଁ ଆମକୁ ଆଶୀର୍ବାଦ ଦିଅନ୍ତୁ।


error: Content is protected !!