୧୮ସହର ରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀ


୧୮ସହର ରେ ଦିନ ତାପମାତ୍ରା ୪୦ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ।ବାରିପଦାରେ ସର୍ବାଧିକ ୪୧.୪ ଡ଼ିଗ୍ରୀ।ଭୁବନେଶ୍ୱର, ଚାନ୍ଦବାଲି, ଏବଂ ନୂଆପଡା ରେ ୪୧.୨ ଡ଼ିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ।ଆଗାମୀ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା।


error: Content is protected !!