୪୦ ଡିଗ୍ରୀ ଉପରେ ୧୮ ସହର


୪୦ ଡିଗ୍ରୀ ଉପରେ ୧୮ ସହର।ଜଳୁଛି ସାରା ଓଡ଼ିଶା; ୪୦ ଡିଗ୍ରୀ ଉପରେ ୧୮ ସହର।୪୧.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର।ଭୁବନେଶ୍ବର , ଚାନ୍ଦବାଲି ଓ ନୂଆପଡ଼ା ତାପମାତ୍ରା ୪୧.୨।ମାଲକାନଗିରି ୪୧.୧ , ବୌଦ୍ଧ ଓ ଝାରସୁଗୁଡ଼ା ୪୧ ଡିଗ୍ରୀ।ଟିଟିଲାଗଡ଼ , ଜଗତସିଂହପୁର ଓ ପାରଳାଖେମୁଣ୍ଡି ୪୧ ଡିଗ୍ରୀ।୪୦ ଡିଗ୍ରୀ ଉପରେ ରାଜ୍ୟର ଆଉ ୮ ସହର।


error: Content is protected !!