କଣ୍ଟାବାଂଜିରୁ ନବୀନ ପ୍ରାର୍ଥୀ


ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା।କଣ୍ଟାବାଂଜିରୁ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ ଘୋଷଣା।ରେଢ଼ାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ।ସମ୍ବଲପୁରରୁ ପ୍ରାର୍ଥୀ ହେବେ ରୋହିତ ପୂଜାରୀ।


error: Content is protected !!