ପ୍ରସନ୍ନ ରୋହିତ ଅଦଳବଦଳ


ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସନ୍ତୁଷ୍ଟ ପାଇଁ ଉଦ୍ୟମ।ପ୍ରସନ୍ନଙ୍କୁ ରେଢ଼ାଖୋଲରୁ ପ୍ରାର୍ଥୀ କଲା ବିଜେଡି।ରେଢ଼ାଖୋଲ ଏବଂ ସମ୍ବଲପୁର ପ୍ରାର୍ଥୀ ଅଦଳବଦଳ ହେଲା।ରେଢ଼ାଖୋଲରୁ ପ୍ରାର୍ଥୀ ହେଲେ ପ୍ରସନ୍ନ ଆଚାର୍ଯ୍ୟ।ସମ୍ବଲପୁରରୁ ପ୍ରାର୍ଥୀ ହେବେ ରୋହିତ ପୂଜାରୀ।


error: Content is protected !!