ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ


ନବନିର୍ମିତ ଅଯୋଧ୍ୟା ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ, ୫ଶହ ବର୍ଷର ପ୍ରତୀକ୍ଷା ପରେ ଭବ୍ୟ ହେବ ରାମଲାଲାଙ୍କ ଜନ୍ମୋତ୍ସବ, ଏଥିପାଇଁ ଦେଶ ତଥା ବିଦେଶରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ।


error: Content is protected !!