ନବରଙ୍ଗପୁରର ଉମରକୋଟରେ ୨୨ପୋଲିଂ ଷ୍ଟେସନରେ ୭ରୁ ୪ ଭୋଟିଂ।


ଉମରକୋଟର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟିଂ।ଝରିଗାଁରେ ୨୬ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟିଂ।ଝରିଗାଁରେ ଅନ୍ୟ ପୋଲିଂ ଷ୍ଟେସନରେ ୭ଟା ୬ଟା ପର୍ଯ୍ୟନ୍ତ ମତଦାନ।


error: Content is protected !!