ବର୍ଷା ପ୍ରିୟଦର୍ଶନୀ ବିଜେଡିରେ ମିଶିଲେ


ବର୍ଷା ପ୍ରିୟଦର୍ଶନୀ ବିଜେଡିରେ ମିଶିଲେ ।ନବୀନ ସାର୍ ଙ୍କ ସ୍ୱଚ୍ଛ , ନିର୍ମଳ ଭାବମୂର୍ତ୍ତି , ବ୍ୟକ୍ତିତ୍ୱ ମତେ ସବୁବେଳେ ପ୍ରେରଣା ଯୋଗାଇ ଆସିଛି । ମୁଁ ସାରଙ୍କ ଜଣେ ବହୁତ ବଡ଼ ଫ୍ୟାନ୍ , ମତେ ବିଜେଡି ପରିବାରର ସଦସ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ : ବର୍ଷା ପ୍ରିୟଦର୍ଶିନୀ।


error: Content is protected !!