କଟକ ଡିସିପି କାର୍ଯ୍ୟାଳୟରେ ସୂଚନାଅଧିକାର କର୍ମୀ ଜିତେନ୍ଦ୍ର କୁମାର ସାହୁଙ୍କ ଏକ ଅପିଲ କେସ୍


ଆଜି କଟକ ଡିସିପି କାର୍ଯ୍ୟାଳୟରେ ସୂଚନାଅଧିକାର କର୍ମୀ ଜିତେନ୍ଦ୍ର କୁମାର ସାହୁଙ୍କ ଏକ ଅପିଲ କେସ୍ ନଂ-୧୨/୨୦୨୪ଶୁଣାଣୀ ଥିଲା।ପ୍ରଚଣ୍ଡ ରୌଦ୍ରତାପରେ ଉପସ୍ଥିତ ରହି ପାରୁନଥିବା ଯୋଗୁଁ ଡିସିପି କାର୍ଯ୍ୟାଳୟ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟକୁ ଇମେଲ ଯୋଗେ ଜଣାଇଲେ ଜିତେନ୍ଦ୍ର।


error: Content is protected !!