ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା


ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି । ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ,ଚିଲିକା- ରଘୁନାଥ ସାହୁ,ଆନନ୍ଦପୁର- ଅଭିମନ୍ୟୁ ସେଠୀ,କରଞ୍ଜିଆ- ବାସନ୍ତି ହେମ୍ବ୍ରମ,ସାରସକଣା- ଦେବାଶିଷ ମାରାଣ୍ଡି,ସିମୂଳିଆ- ସୁବାସିନୀ ସାହୁ,କେନ୍ଦ୍ରାପଡା- ଗଣେଶ୍ବର ବେହେରା,ରେମୁଣା- ବିଦ୍ୟାସ୍ମିତା ମହାଳିକ,ବଡଚଣା- ବର୍ଷା ପ୍ରିୟଦର୍ଶିନୀ,ଚମ୍ପୁଆ- ସନାତନ ମହାକୁଡ।


error: Content is protected !!