ପ୍ରଚଣ୍ଡ ପ୍ରଚାର ହେବ, ମୋଦି, ଶାହ, ଯୋଗୀ, ବିଶ୍ବଶର୍ମା ଆସିବେ


ପ୍ରଚଣ୍ଡ ପ୍ରଚାର ହେବ, ମୋଦି, ଶାହ, ଯୋଗୀ, ବିଶ୍ବଶର୍ମା ଆସିବେ।ବହୁତ ବଡ଼ ପ୍ରଚାର କରିବେ, ଅପରପକ୍ଷରେ ଭର୍ଚୁଆଲ ପ୍ରଚାର ହେବ।କେବଳ ଭର୍ଚୁଆଲ ନୁହେଁ AI ପ୍ରଚାର ହେବ- ବୈଜୟନ୍ତ ପଣ୍ଡା।ଏଠିକା ଶାସକ ଦଳ ନେତା ବସିକି କେଉଁଠି ବାଇଟ୍‌ ଦେଇ ନାହାନ୍ତି।


error: Content is protected !!