ଅପର ପକ୍ଷରୁ AI ପ୍ରଚାର: ବୈଜୟନ୍ତ


ବିଜେଡିକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଟାର୍ଗେଟ।ଲଢ଼େଇ ନେଇ ଆମ ନେତୃତ୍ବ ଭିତରେ ସ୍ପଷ୍ଟତା ଥିଲା।ମିଡିଆ ବା ଅନ୍ୟ ଜରିଆରେ ଶାସକ ଦଳ ଦ୍ବନ୍ଦ୍ବ ସୃଷ୍ଟି କରିବାକୁ ଚାହୁଁଥିଲା।ଏ ଯେଉଁ ମୁହାଁମୁହିଁ ଲଢ଼େଇ ହେବ, ଫଳ କଣ ହେବ ଲୋକେ ଜାଣିଛନ୍ତି।


error: Content is protected !!