ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିନାହାନ୍ତି- ସୁନନ୍ଦା


ଟିକେଟ କଟିବା ପରେ ବର୍ଷିଗଲେ ବରୀ ବିଧାୟକ ସୁନନ୍ଦା ଦାସ।ମୁଖ୍ୟମନ୍ତ୍ରୀ ରିପୋର୍ଟ ଦେଖିଥିଲେ ଟିକେଟ କଟିନଥାନ୍ତା ବୋଲି କହିଲେ।ଏକାଧିକ ଚକ୍ରାନ୍ତକାରୀ ମିଶି ଏମିତି କଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ।


error: Content is protected !!