ଦୀର୍ଘ ୧୦ ବର୍ଷ ପରେ ପୁଣି ବିଜେପିକୁ ଫେରିଲେ ବିମ୍ବାଧର କୁଅଁର


ଦୀର୍ଘ ୧୦ ବର୍ଷ ପରେ ପୁଣି ବିଜେପିକୁ ଫେରିଲେ ବିମ୍ବାଧର କୁଅଁର।ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେପି ସଭାପତି ବିମ୍ବାଧର କୁଅଁର।ରାଜ୍ୟ କାର୍ଯ୍ୟାଳୟରେ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ବିମ୍ବାଧର।ବିମ୍ବାଧର ୨୦୧୪ରେ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିଲେ।


error: Content is protected !!