ଚନ୍ଦକା ଗୋଡ଼ିବାରି ଜଙ୍ଗଲରେ ଲାଗିଛି ନିଆଁ


ଭୁବନେଶ୍ୱର: ଚନ୍ଦକା ଗୋଡ଼ିବାରି ଜଙ୍ଗଲରେ ଲାଗିଛି ନିଆଁ।ଜଙ୍ଗଲରେ ନିଆଁ ପ୍ରାୟ ୨ କିମି ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା।ଲିଭାଇବାକୁ ବନ କର୍ମଚାରୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ।


error: Content is protected !!