ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।
ବୈଠକରେ ଜିନ୍ପିଙ୍ଗ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗକୁ ଆହୁରି ମଜଭୁତ କରିବା ପାଇଁ ଚାଇନା ଏବଂ ଭାରତକୁ ଏକାଠି କାମ କରିବାକୁ ଅନୁରୋଧ କରିଛନ୍ତି। ସି ଜିନପିଙ୍ଗ କହିଛନ୍ତି ଯେ, ଚାଇନା ଏବଂ ଭାରତ ପରସ୍ପରର ଶକ୍ତିରୁ ଶିଖିପାରିବେ ଏବଂ ଏକାଠି ପ୍ରଗତି କରିପାରିବେ। ଆହୁରି ମଧ୍ୟ ଜିନ୍ପିଙ୍ଗ୍ କହିଛନ୍ତି, ଚାଇନା ଭାରତ ସହିତ ତା’ର ସମ୍ପର୍କକୁ ଏକ ରଣନୈତିକ ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣରୁ ଦେଖେ।

More Stories
ଇଥାନଲ ଯୋଗାଣରେ ମଜଭୁତ ହେଉଛି ଭାରତ: ୮୫ ପ୍ରତିଶତ ଟାର୍ଗେଟ ପୂରା
ସୁପରହୀରୋ ହେବେ ଅମୀର
ଜଘନ୍ୟ ହତ୍ୟାକାଣ୍ଡ,୩ ଝିଅ ସହ ସ୍ତ୍ରୀଙ୍କୁ ପଥରରେ ଛେଚିଲା ସ୍ୱାମୀ