ଓଡ଼ିଶା-ଛତିଶଗଡ଼ ସୀମା ମାଲକାନଗିରି ଚାଲାନଗୁଡ଼ାରୁ ଜବତ ହେଲା ୩୦ ଲକ୍ଷ ଟଙ୍କା


ଓଡ଼ିଶା-ଛତିଶଗଡ଼ ସୀମା ମାଲକାନଗିରି ଚାଲାନଗୁଡ଼ାରୁ ଜବତ ହେଲା ୩୦ ଲକ୍ଷ ଟଙ୍କା । ନିର୍ବାଚନ ନେଇ ଗତକାଲି ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଧରାପଡ଼ିଛି ଏତେ ପରିମାଣର ଟଙ୍କା । ଛତିଶଗଡ଼ ତରଫରୁ ଆସୁଥିବା ଏକ କାରକୁ ପୋଲିସ୍ ଯାଞ୍ଚ କରିଥିଲା ।


error: Content is protected !!