ନିର୍ବାଚନ ଲଢ଼ିବେ ସୋଫିଆ


କଟକ ବାରବାଟୀରୁ ଲଢ଼ିବେ ସୋଫିଆ। କଂଗ୍ରେସ ଟିକେଟରୁ ଲଢ଼ିବେ ସୋଫିଆ।ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଷ।ବୈଠକରେ କର୍ମୀ ସୋଫିଆଙ୍କ ନାଁ ପ୍ରସ୍ତାବ ଦେଇଛନ୍ତି: ମୋକିମ।ସୋଫିଆ ଓ ଦଳୀୟ ନେତୃତ୍ବଙ୍କ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି।ପ୍ରେସମିଟ୍‌ ପରେ ସୂଚନା ଦେଲେ ମହମ୍ମଦ ମୋକିମ।


error: Content is protected !!