ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା


ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା।ଆସନ୍ତାକାଲି ସାଢ଼େ ୪ଟାରେ ଭୁବନେଶ୍ବରରେ ପହଞ୍ଚିବେ।ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ଯିବେ।ସାଢ଼େ ୫ଟାରେ ଆମ୍ବପୁଆ ସାଧାରଣ ସଭାରେ ଯୋଗ ଦେବେ।


error: Content is protected !!