ଆଜି ଘୋଷିତ ୩ ଆସନରୁ ୨ ବିଧାୟକଙ୍କ ଟିକେଟ କଟିଲା


ଆଜି ଘୋଷିତ ୩ ଆସନରୁ ୨ ବିଧାୟକଙ୍କ ଟିକେଟ କଟିଲା।ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଟିକେଟ କଟିଲା।ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଟିକେଟ କଟିଲା।ନିଜ ପୁଅ ପାଇଁ ଟିକେଟ ଲବି କରୁଥିଲେ ଅନନ୍ତ ଦାସ।


error: Content is protected !!